ଝୁମ୍ପା
ଝୁମ୍ପା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଫିତା ବା ପାଟଫୁଲି ଅଗରେ ଲାଗିଥିବା ଫୁଲି — ୧. Tassel; flower-like design attached to the ends of dressing tapes.
- ୨. ଗୁଚ୍ଛ ବା ଥୋପା; ପେନ୍ଥା —୨. Cluster.
ଗଜ ମୁକୁତା ଝୁମ୍ପା ଫଳ ଭୁପତି. ପ୍ରେମପଞ୍ଚାମୃତ
- ୩. ମୁଣ୍ଡର ଜୁଡ଼ାରେ ପିନ୍ଧାଯିବା ପାଟଫୁଲି ଅଗରେ ଲାଗି— ଥିବା ପେନ୍ଥା ବା ଗ୍ରନ୍ଥିଚୟ —୩. Tassels or cluster of knots tied to the end of a tape for the chignon.
- ୪. (ବଣିଆ ଶବ୍ଦ) ଝୁଲୁଥିବା ଅଳଙ୍କାରର ଗୁଚ୍ଛଯୁକ୍ତ ଅଂଶ ବିଶେଷ —୪. Tassellated pendants.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା
ଢୃମ୍ପା (ଦେଖ) - Ḍhumpā (See)