ଝାସି ପଶିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଝସାଇ ପଶିବା; ବଳାତ୍କାରରେ ପ୍ରବେଶ କରିବା — To forcibly enter a place.

ବସ୍ତ୍ର ପାଳଟି ହ୍ରଦ କୂଳେ ଝାସି ପଶିଲେ ଶୀତ ଜଳେ ଜଗନ୍ନାଥ, ଭାଗବତ