ଝାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଷ ଧାତୁ=ବଧ କରିବା, ସଂସ୍କୃତ - ଝମ୍ପ; ସଂସ୍କୃତ - ଧ୍ୱଂସ) ସମ୍ପାଦନା

୧. କୌଣସି ସତ୍ୟର ପରୀକ୍ଷା ବା ପ୍ରାଣତ୍ୟାଗ ନିମନ୍ତେ ଜଳ ବା ଅଗ୍ନିକୁ ଡେଇଁବା — ୧. Jumping into fire or water for ordeal or suicide.

ବିକଳ୍ପିଥିଲେ ଦେବି ଅନଳେ ଝାସ ଭଞ୍ଜ. ବୈଦେହୀଶବିଳାସ

୨. (ସଂସ୍କୃତ - ଧର୍ଷଣ) ଅଗ୍ନି ବା ସୂର୍ଯ୍ୟଙ୍କର ତେଜ; ତାତି; ତାପ; ଧାସ —୨. Glare; blaze of the sun or fire.

ନୀଯବନ ପବନ ନିର୍ଦ୍ଧୂମଶିଣ ଧନଞ୍ଜୟ ଝାସରୁ କରେ କଟୁ କେଳି କବିସୂର୍ଯ୍ୟ. କିଶୋରୀ ଚମ୍ପୂନ ଗୀତ