ଝାଳ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ପରିଶ୍ରମ ଯୋଗୁଁ ଦେହରୁ ବୋହୁଥିବା ରାର୍ମକୁ ପବନ ସାହାଯ୍ୟରେ ଶୁଖାଇବା

[ଦ୍ରଷ୍ଟବ୍ୟ —ମୁଣ୍ଡଝାଳ ଗୋଡ଼ରେ ମାରିବା—ତଗ; ଅର୍ଥତ୍ ମୁଣ୍ଡରୁ ଝାଳ ବୋହି ଝାଳରେ ଧାର ଗୋଡ଼ ପର୍ଯ୍ୟନ୍ତ ବୋହି ଆସିବାଯାଏ ପରିଶ୍ରମ କରିବା; କଠୋର ପରିଶ୍ରମ କରିବା]