ଝାଳେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଝାଳେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ଅଙ୍ଗରୁ) ସ୍ୱେଦସ୍ରାବହେବା; ସ୍ୱେଦ ମୋଚନ କରିବା; (ଅଙ୍ଗ) ଘର୍ମାକ୍ତ ହେବା — ୧. To perspire; to aweat.
୨. (କୌଣସି ବସ୍ତର ଦେହଯାକ) କ୍ଷୁଦ୍ର କ୍ଷୁଦ୍ର ଜଳକଣାରେ ଆଚ୍ଛନ୍ନ ହେବା —୨. To be covered over with minute particles of water; to give out moisture.
୩. ବାମ୍ପୁଆଣିଦ୍ୱାରା ବା କୃତ୍ତ୍ରିମ ଉପାୟରେ ମନୁଷ୍ୟର ଦେହରୁ ସ୍ୱେଦୋଦ୍ଗମ କରାଇବା —୩. To bring about perspiration by means of vapour- bath or medicine.