ଝାଳୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଝାଳେଈ, ଝାଳୋଈସ୍ତ୍ରୀ

ଦେଶଜ - ବିଶେଷଣ - ସମ୍ପାଦନା

୧. ସ୍ୱେଦଯୁକ୍ତ; ଘର୍ମାକ୍ତ — ୧. Perspiring.
୨. ଯହିଁରୁ ସର୍ବଦା କ୍ଷୁଦ୍ର ଜଳକଣାମାନ ବହେ — ୨. Giving out moisture.
୩. ପୁଂ—ଯେଉଁ ବ୍ୟକ୍ତି ଦେହରୁ ସର୍ବଦା ଝାଳ ବହୁଥାଏ — ୩. (a person) Who perspires profusely.

ପ୍ରାଦେଶିକ - (ମେଦିନୀପୁର)ବିଶେଷଣ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଝାଲୁୟା) ସମ୍ପାଦନା

ରାଗୁଆ; ରାଗା —Pungent.