ଝାଳବୁହା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. କଠୋର ପରିଶ୍ରମଦ୍ୱାରା ଉପାର୍ଜିତ — ୧. Hard-earned; earned by the sweat of the brow.

(ଯଥା—ଝାଳବୁହା କଉଡ଼ି)

୨. ଯେଉଁ କାର୍ଯ୍ୟ ବା ପରିଶ୍ରମ କଲେ ଶରୀରରୁ ଶ୍ରମଝାଳ ବହେ —୨. (work. or labour) Which causes one to perspire.

(ଯଥା—ଝାଳବୁହା ମିହନ୍ତ)