ଝାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳ; ଝର; ଧାରା) ସମ୍ପାଦନା

୧. ସ୍ୱେଦ; ଘର୍ମ — ୧. Sweat; perspiration.

ତାଟକାଝାଳେ ପୂର୍ଣ୍ଣ କଲେ ସେ ଦେହକୁ— କୃଷ୍ଣସିଂହ. ମହାଭାରତ. ସଭା

[ଦ୍ରଷ୍ଟବ୍ୟ — ଝାଳ କେବଳ ସ୍ତନ୍ୟପାୟୀ ଜୀବଙ୍କଠାରୁ ବହେ ରାସା— ୟନିକ ବିଶ୍ଳେଷଣଦ୍ୱାରା ଦେଖା ଯାଇଅଛି ଯେ ଝାଳର ଉପାଦାନ ପ୍ରାୟ ପ୍ରସ୍ରାବରେ ଉପାଦାନ ପରି ଝାଳରେ କ୍ଷାର, ଚର୍ବୀ ଓ ପ୍ରୋଟୀନ (ଶରୀର ଧାତୁ) ଥାଏ ଏହା ଲୋମକୂପରୁ ନିର୍ଗତ ହୁଏ ଗ୍ରୀଷ୍ମାଧିକ୍ୟରେ, ଅଧିକ ପରିଶ୍ରମରେ ବା ବ୍ୟାୟାମରେ, ଲଜ୍ଜା, କ୍ରୋଧ ଓ ଭୟଆଦି ଗଭୀର ଆବେଗରେ କିମ୍ୱା ଅତ୍ୟଧିକ ଜଳପାନ କଲେ ଅଧିକ ଝାଳ ବୁହେ ଏହା ଛଡ଼ା ରୋଗ ଯୋଗୁ ପ୍ରସ୍ରାବର ପରିମାଣ କମ ହୋଇଗଲେ ଧାଳର ପରିମାଣ କମ ହୁଏ ସୁସ୍ଥ ବ୍ୟକ୍ତିର ଶରୀରରୁ ବହିବା ଝାଳରେ ଗନ୍ଧ ନ ଥାଏ, କିନ୍ତୁ ରୋଗୀର ଦେହରେ ଝାଳ ଦୁର୍ଗନ୍ଧ ହୁଏ ହିନ୍ଦୀ - ଶବ୍ଦସାଗର]

୨. (ସଂସ୍କୃତ - ଉଦ୍ଧାର; ପ୍ରା. ଉଝାଳ) ଦୁଇଟି ଭିନ୍ନ ଧାତୁଖଣ୍ଡରୁ ଗଳିତ ଧାତୁଦ୍ୱାରା ଜୋଡ଼ିବା; ଝାଳିବା —୨. Soldering.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଝାଲ୍= ରାଗା; କଟୁ ସ୍ୱାଦ) ସମ୍ପାଦନା

ଲଙ୍କାମରିଚ —Chillies.