ଝାଲରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଜାଳ) ସମ୍ପାଦନା

୧. ଜାଲଜାଲୁଆ — ୧. Reticulated; netty.
୨. ଝାଲରଯୁକ୍ତ; ଝାଲରଦାର — ୨. Having hanging fringers; frilled.
୩. ମୟୂରଚନ୍ଦ୍ରିକାଯୁକ୍ତ —୩. Decorated with the tail-feathers of the peacock.

କମନୀୟ କେକୀ ଝାଲରିଆ ସେ କି ଜଗତୀନୟନାନନ୍ଦ ଲୋ— କବିସୂର୍ଯ୍ୟ. ସଙ୍ଗୀତ