ଝାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଝାଟ=କ୍ଷଦ୍ର ବୃକ୍ଷ; ତୁଳ. ଏହି ଅର୍ଥରେ ହିନ୍ଦୀ - ଶବ୍ଦ) ସମ୍ପାଦନା

ଝାଡ଼; ଜଙ୍ଗଲ —Forest.

[ଦ୍ରଷ୍ଟବ୍ୟ —ଏହି ଶବ୍ଦରୁ ଝାର୍ସୁଗୁଡ଼ା, ଝାର୍କଟା ଆଦି ସ୍ଥାନର ନାମ ହୋଇଅଛି]



ଝାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ - ସମ୍ପାଦନା

ଘାସ — Grass.