ଝାମ୍ପୁଲାଶିଂଘା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ ସମ୍ପାଦନା

ଯେଉଁ ଗାଈ ବା ବଳଦର ଶୃଙ୍ଗଦ୍ୱୟ ଦୁଇଆଡ଼େ ବିପରୀତ ଦିଗରେ ବାହାରକୁ ବାହାରିଯାଏ —(cow or bullock) Having horns growing away from each other; with horns diverging away from each other.