ଝାମ୍ପୁଡ଼ାମୁଣ୍ଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଝାମ୍ପୁଡ଼ାମୁଣ୍ଡୀ—ସ୍ତ୍ରୀ)
  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଯହାର ମୁଣ୍ଡରେ ଛୋଟ ଛୋଟ କେଶ ଆଲୁଳାୟିତ ଓ ଅଡ଼ୁଆ ହୋଇଥାଏ — ୧. Having dishevelled or tangled short hair.
୨. ଯାହାର ମୁଣ୍ଡର ବାଳ ଝାମ୍ପୁଡ଼ା ହୋଇଥାଏ — ୨. Having a bushy head of hair.