ଝାମ୍ପିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଝମ୍ପି) ସମ୍ପାଦନା

୧. ଝାମ୍ପ ମାରିବା (ଦେଖ) - j̄hāmpa māribā (See)

ଲାଜ ବିହଙ୍ଗକୁ ଝାମ୍ପଇ ତା ଶୋଭା ଦମ୍ଭ ଚପଳ ସଞ୍ଚାଣ କବିସୂର୍ଯ୍ୟ. ସଙ୍ଗୀତ