ଝାମ୍ପି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଂପୁଟ) ସମ୍ପାଦନା

୧. ମୁଣ୍ଡରେ ପିନ୍ଧାଯିବା ତାଳପତ୍ରର ଟୋପି; ଝାମ୍ପି —୧. A wide-brimmed-hat made of plam-leaf.

କେହି ଝାମ୍ପିଟାଏ ମୂଣ୍ଡେଇ ହାତରେ ଦଉଡ଼ି ଖଣ୍ଡେ ଧରି x x x ବାହୁଙ୍ଗିଟାଏ କାନ୍ଧରେ ପକାଏ ଘାସ କାଟିବାକୁ ବାହାରିଅଛି— ଫକୀରମୋହନ. ଛମାଣଆଠଗୁଣ୍ଠ

[ଦ୍ରଷ୍ଟବ୍ୟ —ଏହା ସାହେବଙ୍କ ଟୋପି ବା ପଲମ ପରି ଓ ଖୁବ୍ ଚଉଡ଼ା ବଡ଼ ଫନ୍ଦଯୁକ୍ତ ଓ ଏହାକୁ ମୁଣ୍ଡରେ ପିନ୍ଧିଲେ ମୁଣ୍ଡ ଖରା ଓ ବର୍ଷାର ରକ୍ଷା ପାଏ; ଅଥଚ ଦୁୟଇ ହାତ ସ୍ୱାଧୀନ ରହିବାରୁ ହାତରେ ଅବଶ୍ୟକ କର୍ମ କରାଯାଇ ପାରେ ]

୨. ଆକରଣଯୁକ୍ତ ବଡ଼ ଟୋକେଇ — ୨. A big basket with a lid.

ପ୍ରାଦେଶିକ - (ସମ୍ୱଲପୁର) ବି—(ତୁଳ ଏହି ଅର୍ଥରେ ହିନ୍ଦୀ - ଶବ୍ଦ) ସମ୍ପାଦନା

୧. ପେଡ଼ି —୧. A covered basket; work-basket.
୨. ପେଟରା —୨. A cane-box with a lid.