ଝାମ୍ପଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଝାମ୍ପୁଡ଼ା—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ପିଧାନ=ଆଚ୍ଛାଦନ) ସମ୍ପାଦନା

୧. ଛତରା; ଚତ୍ରାକାର ଅଗ୍ରଭାଗଯୁକ୍ତ —୧. Overspreading; with a spreading jto; bushy.
୨. ଝାମ୍ପୁଡ଼ାମୂଣ୍ଡା (ଦେଖ) - ୨. Jhāmpuṟḍ̠ā-muṇḍā (See)
୩. ଇତସ୍ତତଃ ମୁକୁଳା ହୋଇଥିବା (ଅଳ୍ପ ଲମ୍ୱ ବାଳ) ୩. Tangled; shaggy (short hair)
୪. ଯେ (ହିଂସ୍ର ପଶୁ ପକ୍ଷୀ) ଶିକାରକୁ ଚିଲାମାରେ; ଶିକାରୀ — ୪. Preying pouncing (bird or beast).