ଝାମ୍ପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝମ୍ପ) ସମ୍ପାଦନା

୧. କୁଦା; ଲମ୍ଫ — ୧. Spring; jump; leap.
୨. ପୋଳୁହ (ଦେଖ) - ୨. Poḻuha (See)
୩. ପକ୍ଷମାନେ ଗୋଡ଼ର ନଖଦ୍ୱାରା ଶିକାର ଉପରେ କରିବା ଆକ୍ରମଣ; ଚିଲା —୩. Pounch; swoop.
୪. ଚତରା ଗଛ; ଝଙ୍କା ଗଛ; ଝାମ୍ପୁଡ଼ାଗଛ — ୪. A tree nwith spreading or bushy top.
୫. (ସଂସ୍କୃତ - ସଂପୁଟ) ମୂଣ୍ଡରେ ପିନ୍ଧିବା ତାଳପତ୍ରର ବେଣ୍ଟ ନ ଥିବା ଛତାବିଶେଷ; ଟୋପର —୫୪. A wide-brimmed hat of plam-leaf for the head.
୬. ଘୋଡ଼ାଣୀଯୁକ୍ତ ବଡ଼ ଟୋକେଇ — ୬. A big baskets with a lid.

ପ୍ରାଦେଶିକ - (ଯାଜପୁର)—ବି ସମ୍ପାଦନା

ଯେଉଁ ତାଟର ପିଠିପାଖରେ ବଡ଼ି ପାଇଁ ବଟା ହୋଇଥିବା ବିରି ପିଣ୍ଡୀକୃତ ହୋଇ ସ୍ଥାପିତ ହୁଏ — A wicker-work tray on the back of which balls of phaseolus paste are put for being dred up into Baṟḍ̠i.