ଝାମୁ ଯାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ପଟୁଆଯାତ; ପଣାସଂକ୍ରାନ୍ତିରେ ବ୍ରତଧରୀ ପାଟୁଆ— ମାନଙ୍କର ନିଆଁରେ ଚାଲିବା ଓ ବାଦ୍ୟ ସହିତ ଗୀତ ବୋଲି ନାଚିବା ପର୍ବ —The festival of fire- walking, dancing accompanied with music performed by some devotees on Chaitra saṁkrānti.

[ଦ୍ରଷ୍ଟବ୍ୟ —ପଣା ସଂକ୍ରାନ୍ତି ଦିନ ସାତଟି ଗାତ ଭୂଇଁରେ ଖୋଳା ହୋଇ ସେଥିରେ ନିଆଁ ଦହକୁ ଥାଏ ଅନ୍ୟ ଗୋଟିଏ ଗାତରେ ଦୁଧ ଓ ପାଣି ପୂର୍ଣ୍ଣ ଥାଏ ବ୍ରତଧାରୀ ବ୍ୟକ୍ତି ଦୁଧପାଣି ଥିବା ଗାତରେ ଗୋଡ଼ି ବୁଡ଼ାଇ ସାରି ତାପରେ ନିଆଁ ଜଳୁଥିବା ୭ଟି ଗାତରେ ଏକାଦିକ୍ରମେ ଗୋଡ଼ ଦେଇ ଦେଇ ଚାଲିଯାଏ ଓ ତାହା ଗୋଡ଼ରେ ଫୋଟକା ହୁଏ ନାହିଁ କଟକ ଜିଲ୍ଲାର ବାଙ୍କି ଓ କେତେକ ଗଡ଼ଜାତରେ ଏ ଯାତ ହୁଏ ସେ ଦିନ ଓ ତା ପରେ କେତେ ଦିନ ପର୍ଯ୍ୟନ୍ତ ବ୍ରତଧାରୀମାନେ ବେଶ ପିନ୍ଧି ଗ୍ରାମ ଗ୍ରାମ ବୁଲି ବାଦ୍ୟ ସହ ନାଚନ୍ତି ଓ ଗୀତ ଗାଆନ୍ତି ]