ଝାପ୍ସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଅସ୍ପଷ୍ଟ; ଧୂମସାର) ସମ୍ପାଦନା

୧. ଅସ୍ପଷ୍ଟଭାବରେ ଦେଖାଯିବା (ବସ୍ତୁ) — ୧. Seen indistinctly; dimly seen.
୨. ଅସ୍ପଷ୍ଟଭାବରେ ଦେଖି ପାରିବା; ଜାଲଜାଳୁଆ (ଦୃଷ୍ଟି) — ୨. Filmy; blurred (eye-sight).

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଚାଳିଶା; ୪ ବର୍ଷ ଟପିବା ବ୍ୟକ୍ତିଙ୍କର ଅକ୍ଷର ଆଦି ସଫା ପଢି ନ ପାରିବା ଅବସ୍ଥା —୧. Dimness of eye- sight after the age of ୪୦ years.
୨. ଚକ୍ଷୁର ରୋଗବିଶେଷ; ଯେଉଁ ରୋଗରେ ଆଖି ଉପରେ ପତଳା ଆବରଣ ମାଡ଼ି ଯିବାରୁ ରୋଗୀକୁ ପଦାର୍ଥ ସବୁ କୁହୁଡ଼ି ମାଡ଼ିଥିବା ଭଳି ଅସ୍ପଷ୍ଟ ଦେଖାଯାଏ; ଜଳକା ଧରିବା ରୋଗ —୨. Glaucoma; an eyedisease causing dimness of vision.