ଝାପ୍ଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଝମ୍ପ) ବେଗରେ କୌଣସି ତରଳ ପଦାର୍ଥ (ଯଥା; ଜଳ) ଅନ୍ୟ କଠିନ ପଦାର୍ଥ ଉପରେ ଜୋର୍ରେ କରିବା ଆଘାତ ବା ଛୢଞ୍ଚଡ଼ା — ୧. Forceful throwing of a liquid (e.g. a handful of water) over a solid thing (e.g. on the face of a fainting person).

(ଯଥା—ବର୍ଷାର ଝାପଟା)

୨. (ସଂସ୍କୃତ - ଚପେଟ୍) ଝଡ଼ ବା ପବନରେ ଏକ ପ୍ରବଳ ଧକ୍କା — ୨. A gush of blowing wind or tempest.
୩. (ସଂସ୍କୃତ - ଯୁଗ୍ମ; ପ୍ରା. ଜୁମ୍ମ) ମୁଣ୍ଡ଼ରେ ଲଗାଇବା ସୁନାର ଝ଼ଞ୍ଜିର ଓ ଝୁମ୍ପାଲଗା ଅଳଙ୍କାରବିଶେଷ — ୩. A kind of pendant for the hair.


[ଦ୍ରଷ୍ଟବ୍ୟ —ଏହା ସୁନା ବା ରୂପାର ଗୁଡ଼ିଏ ଝୁମ୍ପା ଲଗା ଜଞ୍ଜିର ଲଟକି ଥିବା ଚଟକା ଅଳଙ୍କାର କପାଳର ଏକପାଖରେ ବାଳ ଉପରେ ଏହାକୁ ଆଙ୍କୁଶିଦ୍ୱାରା ଲଗା ଯାଏ ଓ ଝୁମ୍ପା ଲଗା ଜଞ୍ଜିର ମାନ କପାଳଆଡ଼ୁ କାନ ଉପରକୁ ଝୁଲୁଥାଏ ସଯୁକ୍ତ ପ୍ରଦେଶର ସ୍ତ୍ରୀମାନେ ମୁଣ୍ଡର ଡାହାଣ ପାଖରେ ଏହାକୁ ପୁନ୍ଧିନ୍ତି, ପଞ୍ଜାବର ସ୍ତ୍ରୀମାନେ ମୁଣ୍ଡରେ ଦୁଇପାଖରେ ଦୁଇଟି ଝାପଟା ପିନ୍ଧନ୍ତି ]