ଝାପଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

କୁଙ୍କମ ଗଛ — Garcina Purpurea (tree).

[ଦ୍ରଷ୍ଟବ୍ୟ —ଏହା ୧୧୨: ହାତ ଉଚ୍ଚ ଗଛ, ପତ୍ର ପାନ ପରି ଏହି ଗଛର ଫଳକୁ ଛେଚି ପାଣିରେ ଗୋଳି ଲୁଗାକୁ ଗୋଲାପୀ (ହଳଦୀଆ ମିଶା ନାଲି) ରଙ୍ଗ କରନ୍ତି; କୁଙ୍କୁମ '୨' ଦେଖ]