ଝାତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ଝଟିତି) ସମ୍ପାଦନା

ଝଟ୍କିନି; ଝଟିତି; ଅତିଶିଘ୍ର — At once; sharp; very soon; quickly, speedily.

ଭାଗ୍ୟ ଏତେକ ଜନ୍ମ ଲୋତକ ଭାବ ଯେତେକ ଚିନ୍ତି, ବାସେ ପୋଛିବ ସେକି ମୁର୍ଚ୍ଛିବ ଏକ ପୁଛିବ ଝାତି ଭଞ୍ଜ. ପ୍ରେସସୁଧାନିଧି