ଝାଡାକଇଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଓଲାଉଠା ରୋଗାକ୍ରାନ୍ତ — ୧. Attacked with cholera.

(ଯଥା—ଝଡ଼ାକଇଆ ମଳୁ)

୨. (ଗାଳି ବା ଅଭିଶାପରେ ବ୍ୟବହୃତ) ଯେ ଓଲାଉଠାରେ ମରିବ —୨. (a curse) Beart thouattacked with cholera.