ଝାଡ଼ ଫୁଙ୍କ
ଝାଡ଼ ଫୁଙ୍କ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଝାଡ଼ ଫୁଙ୍କ
|
ଦେଶଜ - ବିଶେଷ୍ୟ - (ସହଚର; ଝାଟା=ସମ୍ମାଜନ+ପୁତ୍କାର) ସମ୍ପାଦନା
ରୋଗ ବା ଭୂତାଦି ଅପସରଶାର୍ଥ ମନ୍ତ୍ର ଉଚ୍ଚାରଣ କରି ରୋଗାକ୍ରାନ୍ତ ବା ଭୁତାକ୍ରାନ୍ତ ବ୍ୟକ୍ତିର ଅଙ୍ଗରେ ଆଙ୍ଗୁଠି ଚଳାଇବା (ଝାଡ଼ିବା) ଓ ଅଙ୍ଗମାନଙ୍କରେ ଫୁତ୍କାର ଦେବା (ଫୁଙ୍କିବା) —Moving the fingures and blowing whifs on the body of a person attacked with fever or evil spirits; exorcising, making passes over the body of a person possessed of evil spirit or suffering from diseases.