ଝାଡ଼ ଫାନୁସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝାଟ+ଫାରାସୀ - ଫାନୂସ୍) ସମ୍ପାଦନା

୧. ରୋସନୀ ଓ ମଜଲିସରେ ସଜାଯିବା କାଚର ଆଲୋକ ସ୍ତମ୍ଭମାନ — ୧. Chandeliars and chinese lanterns.
୨. ଏକପ୍ରକାର ବାଣ ବା ଆତସବାଜି ଯାହା କରାଗଲେ ଝାଡ଼ପରି ଦେଖାଯାଏ — ୨. A kind of firework which exhibits chandeliar-figures when set on fire.