ଝାଡ଼ ଜୟପୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଝାଡ଼ି ଜୟପୁର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ଦାକ୍ଷିଣାତ୍ୟର ବିଶାଖାପଟଣା ଜିଲ୍ଲା ଅନ୍ତର୍ଗତ ଉତ୍କଳୀୟ ଜମିଦାରୀ ରାଜ୍ୟ —The Jeypur estate in the disrict of Vizagapatam.

[ ଦ୍ର—ରାଜପୁତନା ଅଞ୍ଚଳର ଗଡ଼ଜାତ 'ଜୟପୁର' ଠାରୁ ବିଶାଖା— ପଟଣା ଜିଲ୍ଲାର ଜୟପୁର ରାଜ୍ୟକୁ ଚିହ୍ନାଇବା ପାଇଁ ଶୋଷୋକ୍ତ ରାଜ୍ୟକୁ ଝାଡ଼ଜୟପୁର ନାମରେ ଡକାଯାଏ ଏହା ମାନ୍ଦ୍ରାଜ ପ୍ରଦେଶର ଅଧୀନ ଥିଲେ ମଧ୍ୟ ଏଥିର ଅଧିକାଂଶ ଲୋକ ଓଡ଼ିଆ ଓ ଏଥିର ରାଜା ଓଡ଼ିଆ ନୂତନ ଓଡ଼ିଶା ପ୍ରଦେଶର ସୀମା— ନିରୂପକ କମିସନ୍ ଏହାକୁ ଓଡ଼ିଆ ଅଞ୍ଚଳରୂପେ ଗଣ୍ୟ କରିଅଛନ୍ତି ]