ଝାଡ଼ୁ ମୁଠା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଝାଡ଼ୁମୁଠି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -(ହିନ୍ଦୀ - ଝାଡ଼ୁ+ସଂସ୍କୃତ - ମୃଷ୍ଟି) ସମ୍ପାଦନା

ସମ୍ମାର୍ଜ୍ଜନୀ ପାଇଁ ଏକତ୍ର ପନ୍ଧା ହୋଇଥିବା ଖଡ଼ିକା ବା ଖଜୁରି— ପତ୍ରାଦିର ଗୁଚ୍ଛ; ଛାଞ୍ଚୁଣୀ ମୁଠା — Broom-stick.