ଝାଡ଼ୁ ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଝାଡ଼ୁ ମାରିବା—ଅନ୍ୟରୂପ) ===

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ସ୍ଥାନକୁ ଝାଡ଼ୁଦ୍ୱାରା ଓଳାଇବା — ୧. To sweep a plase clean with a broom.
୨. କୌଣସି ବ୍ୟକ୍ତିକୁ ଝାଡ଼ୁଦ୍ୱାରା ପ୍ରହାର କରିବା —୨. To beat with a broom-stick.