ଝାଡ଼ୁଦୁମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ହିନ୍ଦୀ - ଝାଡ଼ୁ+ଫାରାସୀ - ଦୁମ୍=ଲାଙ୍ଗୁଡ଼) ସମ୍ପାଦନା

ଯେଉଁ ହାତୀର ଲାଙ୍ଗୁଡ଼ ଝାଡ଼ୁ ପରି ଅଗ୍ରବିସ୍ତୁତ (ଏପରି ହାତୀ ଅଏବୀ ବୋଲି ବିବେଚିତ) —(elephant) Having the end of the tail spreading out like a broom-stick.