ଝାଡ଼ୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ବଣୁଆ ଜଙ୍ଗଲବାସୀ — ୧. Living in the jungle; wild.

କେ ବୋଲେ ସେ ଅସୁବୁଦ୍ଧି, କଲେ ଝାଡ଼ୁଆଙ୍କ ବିଧି— ବ୍ରଜନାଥ. ସମରତରଙ୍ଗ

୨. ଅରଣ୍ୟକ —୨. Belonging or relating to forests; jungly.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଝାଡ଼ୁଆ ବ୍ରାହ୍ମଣ (ଦେଖ) - — Jhāṟḍ̠uā brāhmaṇa (See)

ଝାଡୁଆ/ଯାଦବ ଗଉଡ