ଝାଡ଼ୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - [ସଂସ୍କୃତ - ଝଟ ଧାତୁ= ଓଳାଇବା; ତୁଳ. ଫାରାସୀ - ଜାରୁ= ଛାଞ୍ଚୁଣୀ (ଜ୍ଞାନେନ୍ଦ୍ର)] ସମ୍ପାଦନା

ସମ୍ମାର୍ଜନୀ; ଛାଞ୍ଚୁଣୀ; ବଢ଼ିଣା; ପହଁରାମୁଠା —Broom; sweeping mop; broomstick.