ଝାଡ଼ିଝୁଡ଼ି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଆପଣା ଦେହ ଓ ଅଙ୍ଗପ୍ରତ୍ୟଙ୍ଗକୁ ହଲାଇ ଦେହରୁ ଧୂଳିଆଦି ଖସାଇ ଦେବା — ୧. To shake off the dust from one's body.
୨. ଆପଣା ପିନ୍ଧିବା ଲୁଗାପଟାକୁ ଜୋରରେ ହଲାଇ ତହିଁରେ ଲାଗିଥିବା ଅଳିଆ ଓ ଧୂଳିଆଦି ଦୂର କରିବା — ୨. To shake off the dust or dirt off one's cloth.
୩. ଦେହରେ ଲାଗିଥିବା ଧୂଳି ଓ ମଇଳାକୁ ହାତ କିମ୍ୱା ଗାମୁଛାଦ୍ୱାରା ଶରୀରରେ ଆଘାତ କରି ପୋଛିବା — ୩. To shake off dust from one's body with the land or a duster.

ଏ ଅନ୍ତରେ ସାତ୍ୟକି ହୋଇ ଝାଡ଼ିଝୁଡ଼ି ଉଠି ଆଣ୍ଟ କରି ଧଇଲେ ଖଣ୍ଡା ଭିଡ଼ି କୃଷ୍ଣସିଂହ, ମହାଭାରତ, ଦ୍ରୋଣ