ଝାଡ଼ା ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମଳୋତ୍ସର୍ଗ — ୧. Motion of bowels.
୨. ଅତିରିକ୍ତ ମଳନିଃସରଣଦ୍ୱାରା ଆକ୍ରାନ୍ତ ହେବା — ୨. Excessive passing of stools; dysentery or diarrhoes; looseness of bowels.