ଝାଡ଼ାକଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଟ ଧାତୁ+ଆରବୀ - କୈ) ସମ୍ପାଦନା

ଓଲାଉଠା ରୋଗ; ବିସୁଚିକା —Cholera.

[ଦ୍ରଷ୍ଟବ୍ୟ —ଏହି ରେଗରେ ବିଶେଷ ଝାଡ଼ା ଓ କଇ (ବାନ୍ତି) ହୁଏ;ଶେଷରେ ସିରାମଇ ଉଠେ ଓ ମନୁଷ୍ୟ ମରି ଯାଏ ଏହା ଗୋଟିଏ ସଙ୍କ୍ରାମକ ଓ ମାରାତ୍ମକ ରୋଗ ଜୀବାଣୁ ମାନଙ୍କଦ୍ୱାରା (Bacilli) ଏହି ରୋଗ ଜାତ ହୁଏ ବୋଲି ଆଧୁନିକ ଯୁଗର ପାରଦର୍ଶୀ ଚିକିତ୍ସକ ମାନେ ନିର୍ଣ୍ଣୟ କରିଛନ୍ତି ଭାରତରେ ପ୍ରାଚିନ କାଳରେ ଏହି ରୋଗନଥିଲା ଷୋଡ଼ଶ ଶତାବ୍ଦିରେ ଏହା ପ୍ରଥମେ ପଞ୍ଜାବରେ ଇଂରାଜଙ୍କ ସୈନ୍ୟଙ୍କ ମଧ୍ୟରେ ଦେଖାଗଲା]