ଝାଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଟ ଧାତୁ=ରାଶୀ କରଣ;ଏ ଶବ୍ଦ ହିନ୍ଦୀରେ ବ୍ୟବହୃତ) ସମ୍ପାଦନା

୧. ମଳ; ଗୃହ; ବିଷ୍ଠା —୧. ordure.
୨. ଅଧିକ ମଳ ନିଃସରଣ; ଅତିସାର ବା ଓଲାଉଠା ରୋଗ —୨. Diarrhoea; dysentery; colera.
୩. ମଳତ୍ୟାଗ; ହଗଣା; ହଗିବା —୩. Act of easing oneself; discharge from bowels.
୪. ସିତାରର ସବୁ ତାରମାନ ଏକସଙ୍ଗେ ବାଜିବା — ୪. The simultanious vibration of the strings of a guitar.
୫. ଝାଡ଼ା (ଦେଖ) - ୫. Jhaṟḍ̠ā (See)