ଝାଡ଼ଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଟ ଧାତୁ=ଗଦା ହେବା) ସମ୍ପାଦନା

୧. ଯାହାଦ୍ୱାରା ଘର ବା ଘରର ଉପକରଣମାନଙ୍କରୁ ଧୂଳି ଝା଼ଡ଼ିନ୍ତି; ପୋଛା, ସମ୍ମାର୍ଜ୍ଜନୀ —୧. A duster.
୨. ଝାଡୢବା କର୍ମ; ଝଡ଼ା — ୨. Act of shaking off dusting or cleansing.


ଅନୁବାଦ ସମ୍ପାଦନା

୩. ଗାଳି ବୃଷ୍ଟି; ସୋଧନ — ୩. A shower of rebukes or abuses.