ଝାଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝାଟ=କ୍ଷୁଦ୍ର, ବୃକ୍ଷ; ଝଟ ଧାତୁ=ରାଶୀକରଣ) ସମ୍ପାଦନା

୧. ଅରଣ୍ୟ; ବଣ; ଜଙ୍ଗଲ —୧. Forest.

ଝାଡ଼ ସଂସାରେ ମନ ଝସାଇ ପଶୁ ମନବୋଧ ଚଉତିଶା

୨. ବୁଦା —୨. Shrub; bush.
୩. କାନ୍ଧି; ଗୁଚ୍ଛ —୩. Tuft; cluster; bunch.
୪. (ଏହା ବୁଦାର ଆକୃତିବିଶିଷ୍ଟ ଦେଖାଯିବାରୁ) ବହୁ— ସଂଖ୍ୟକ ପ୍ରଦୀମଣ୍ଡିତ କାଚର ଆଲୋକାଧାର; ବହୁ— ଶାଖାଯୁକ୍ତ କାଚର ଦୀପବୃକ୍ଷ — ୪. A cluster of glass lamps; chandeliers candelebra.

ଝୁଲୁଛି ମାଣିକ୍ୟ ହାଣ୍ଡି, ମାଣିକ୍ୟର ଝାଡ଼ ଥୋପା ଥୋପା ଗଜମୁକ୍ତା ଗୁମ୍ପିତ ରୁଚିରେ ଚିନ୍ତାମଣି, ବିକ୍ରମାଦିତ୍ୟ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ସୁନା ତାର ବା ରୂପା ତାରରେ ନିର୍ମିତ ଶାଖାପତ୍ରଯୁକ୍ତ ବୃକ୍ଷାକୃତି ବିଶିଷ୍ଟ ଅତରଦାନ୍ — Attardan of gold or silver silver filagree work in the shape of a tree.