ଝାଟୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଝାଟେଈ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝାଟ=ମାର୍ଜନା) ସମ୍ପାଦନା

୧. ଛାଞ୍ଚୁଣୀ —୧. Sweeping mop.
୨. ଛାଞ୍ଚୁଣୀ ଦ୍ୱାପା ଓଳିଆ ହୋଇଥିବା ଅଳିଆ ବା ଆବର୍ଜ୍ଜନା —୨. Pertinacious.

ଦେଶଜ - ବିଶେଷଣ - ପୁଂ. (ସଂ ଦୁଷ୍ଟ) ସମ୍ପାଦନା

୧. ଧିଟ (ବ୍ୟକ୍ତି) —୧. Pertinacious.
୨. ଯେ ଅଡ଼ୁଆ ଲଗାଏ — ୨. Creating complications.