ଝାଟିମାଟି ସଡ଼କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବାଲି ବା କାଦୁଅ ଉପରେ ଗୁଡ଼ିଏ ଝାଟି ଦେଇ ତା ଉପରେ ମାଟି ବିଛାଇ କରାଯିବା ସଡ଼କ —A fair-weather road made by spreading earth on twigs laid over sand or mud.

[ ଦ୍ର—ଏ ସଡ଼କରେ ଘୋଡ଼ା ବଳଦଆଦିଙ୍କ ଗୋଡ଼ ବା ଗାଡ଼ିର ଚକ ବାଲିରେ ବା କାଦୁଅରେ ଭିତରକୁ ପଶିଯାଏ ନାହିଁ. ଏଥି ପାଇଁ ଗମନାଗମନର ସୁବିଧା ହୁଏ]