ଝାଞ୍ଜ ପେଲିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଝାଞ୍ଜ ପିଟିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

ଝାଞ୍ଜ ବଜାଇବା — To strike or sound cymbals.

ଅରୁଣ ପରାଏ ତହୁଁ ପେଲୁଅଛି ଝାଞ୍ଜ— ପ୍ରାଚୀ. ବ୍ରହ୍ମନିରୂପଣଗୀତା