ଝାଞ୍ଜରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଜର୍ଜର) ସମ୍ପାଦନା

କୌଣସି ପଦାର୍ଥକୁ (ପୋକଆଦି ଖାଇ) ବହୁ ଛିଦ୍ରଯୁକ୍ତ କରିବା —To bore innumberable holes into a thing (e.g. insects eating into a book or wood)