ଝାଞ୍ଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝର୍ଝର) ସମ୍ପାଦନା

କଂସାମିଶା ପିତଳର ବୃହଦାକାର ଓ ପତଳା କରତାଳ —Thin and wide cymbals of brass mixed with bell-metal.

[ ଦ୍ର—ଏହା ଦେବାଳୟାଦିରେ ମୃଦଙ୍ଗ ବାଦ୍ୟ ସଙ୍ଗେ ଓ ସଂକୀର୍ତ୍ତନରେ ବଜାଯାଏ]