ଝାଙ୍କି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଟାଣିହେବା; ତଳକୁ ଖସି ଆସିବା — ୧. To be pulled or drawn downwards.

ତେଣୁ ଝାଙ୍କି ହୋଇ ଯେ ବରଷିଲା ଘନ—କୃଷ୍ଣସିଂହ ମହାଭାରତ. ବନ

୨. ଘୁର୍ଣ୍ଣିତ ହେବା; (ମୁଣ୍ଡ) ବୁଲାଇ ହେବା — ୨. To reel.

(ଯଥା—ମୋ ମୁଣ୍ଡଟା ଝାଙ୍କି ହେଉଛି)