ଝଷଶ୍ରେଷ୍ଠ
ରୋହି ମାଛ — The Labio Rohita fish.
(ଅନ୍ୟ ସଂସ୍କୃତ - ନାମ—ରକ୍ତୋଦର, ରକ୍ତମୁଖ, ରକ୍ତବକ୍ଷ, ରକ୍ତପକ୍ଷତି, କୃଷ୍ଣପକ୍ଷ, ରୋହିତ—ଦ୍ରବ୍ୟଗୁଣ)