ଝପ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ଝଟିତି; ଜବ; କ୍ଷିପ୍ର; ତୁଳ ସଂସ୍କୃତ - ଝଂପ) ସମ୍ପାଦନା

୧. ଅତିଶୀଘ୍ର; ତୁରନ୍ତ; ଝଟ୍; ହଠାତ୍; କ୍ଷଣମାତ୍ର ବିଳମ୍ୱ ନ କରି; ଝଟିତି —୧. Speedily; hastily immediately; quickly; briskly; at once in a whit.
୨. ଝପ୍ ଝପ୍ (ଦେଖ) - ୨. Jhap-jhap (See)
୩. ପାଣିରେ କାଠ ଆଦି ପଡ଼ିବା ଶବ୍ଦ — ୩. Splashing sound; swish.