ଝପଟିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଝମ୍ପ) ସମ୍ପାଦନା

୧. ଦ୍ରୁତଗତିରେ ଦଉଡ଼ିବା; ଧାବିତ ହେବା —୧. To run swiftly.

ଜାଣି ଯେ ଯିବାର ଯମୁନା ଘାଟ ଦେଖିବାକୁ ତାକୁ ଆଗେ ଝପଟ—କବିସୂର୍ଯ୍ୟ. କବିତା

୨. ଲମ୍ଫସହ ଦଉଡ଼ିବା — ୨. To run with big leaps; to scamper.