ଝନ୍ଜନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ ଓ ବିଶେଷ୍ୟ - (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଝଣ୍ ଝଣ୍ ଶବ୍ଦ— (ଯଥା ଲୁହା ଶିଉଳିର ଚାଳନ ଜନିତ ଶବ୍ଦ) — ୧. A bang; a clap; metallic clank.

ପତନେ କବଚ ଗାତ୍ରେ ବଜାଇ ଝନ୍ ଝନ ରାଧାନାଥ. ବେଣୀସଂହାର

୨. ଶୁଷ୍କ ଦ୍ରବ୍ୟାୟଦିର ପରସ୍ପର ଘାତପ୍ରତିଘାତ ଶବ୍ଦ— (ଯଥା—ବାଉଁଶନଳ ମଧ୍ୟରେ ଗୁଡ଼ିଏ ଶୁଖିଲା ମଞ୍ଜି ପୁରାଇ ହଲାଇବାର ଶବ୍ଦ) —୨. The sound of many hard and dry things striking each other (as seeds in a dry pod).