ଝଣଝଣିଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଧନ୍ ବା ଧଣ୍ ଧାତୁ, ଶବ୍ଦ କରିବା) ସମ୍ପାଦନା

୧. ଝଣଝଣ ଶବ୍ଦକାରୀ —୧. Making or producing a clanking sound.
୨. ଶୁଷ୍କ; ଶୁଖିଲା —୨. Dried.

[ଦ୍ରଷ୍ଟବ୍ୟ —ଛଣପଟ ଛୁଇଁ ଭିତରେ ମଞ୍ଜି ଶୁଖି ଝଣଝଣ ହୋଇ ବାଜିବାରୁ ଛୁଇଁ ଝଣଝଣିଆ ହୋଇଯିବାର କୁହାଯାଏ]