ଝଟା
ଝଟା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଝଟା
|
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ବୃକ୍ଷ ଗୁଳ୍ମାଦିର ସଂଗୃହୀତ ସରୁସରୁ ଶାଖାଗୁଚ୍ଛ; ଝାଟୢ —୧. Twigs and small branches of creepers and trees; brush wood; wattle.
- ୨. ଝୋଟୀ; ମୁରୂଜ ଆଦିରେ ଲେଖିବା ଚିତା — ୨. Drawing on floor or wall with white powder or lime-water.
ପ୍ରାଦେଶିକ - (ଗଞ୍ଜାମ ଓ ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା
ଶିମ୍ୱ —Bean.
ଆରେ ଚହଟା ! ଝଟାଲଟା ତଳେ ନ କର ହଟା ଯଦୁମଣି. ରହସ୍ୟବଚନ
ପ୍ରାଦେଶିକ - (ମେଦିନୀପୁର) ବି—(ତୁଳ. ବଙ୍ଗାଳୀ - ଝାଟା) ସମ୍ପାଦନା
ଝାଡ଼ୁ; ପହଁରା —Broom-stick.
ପ୍ରାଦେଶିକ - (ସିଂହଭୂମି)—ବିଶେଷ୍ୟ - ସମ୍ପାଦନା
ଝାଟିମାଟି କାନ୍ଥରେ ଦିଆ ଯିବା ଝାଟି ବା ଡାଳିଆ —Twigs put as the inner frame in a mud-and-wattle wall