ଝଞ୍ଝା
ଝଞ୍ଝା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଝଂଜା, ଝଂଝାଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ଝମ୍, ଅନୁକରଣ ଶବ୍ଦ+ଜନ୍ ଧାତୁ+ଅ+ସ୍ତ୍ରୀ. ଆ) ସମ୍ପାଦନା
- ୧. ବତାସ; ଝଡ଼ି; ଝଡ଼; ତୋଫାନ — ୧. Storm; tempest; tornado.
ପରସ୍ପରେ ଦୁଇ ସେନାଏ ପୀଡ଼ା ପାଇ ଝଞ୍ଜାବଜା ଲଚିକା ପ୍ରୟୋଗ ଗଲେ ହୋଇ କୃଷ୍ଣସିଂହ. ମହାଭାରତ, ଶଲ୍ୟ
- ୨. ଝଡ଼ି ବରଷା; ଝଡ଼ ସହିତ ବର୍ଷା — ୨. Rain accompanied by tempest; stormy rain.
- ୩. ଘୋରି ବୃଷ୍ଟି —୩. Heavy rain.
- ୪. ବାତ୍ୟାର ଗର୍ଜନ — ୪. Roaring sound of wind.
- ୫. ଟଙ୍କାର ଧ୍ୱନି —୫. Clanging sound; sharp clanking sound.
- ୬. ତୃପ୍ତି —୬. Contentment.
- ୭. ଝାଞ୍ଜ (ହିନ୍ଦୀ - ଶବ୍ଦସାଗର) —୭. Cymbals.
- ୮. ଛୋଟ ଛୋଟ ବିନ୍ଦୁ ପାତ ସହ ବର୍ଷା (ହିନ୍ଦୀ - ଶବ୍ଦସାଗର) — ୮. Dripping shower.