ଝଜକି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଦ୍ୱିଧା) ସମ୍ପାଦନା

୧. ଭୟରେ କିଂକର୍ତ୍ତବ୍ୟବିମୂଢ଼ ହେବା; ଛାନିଆ ହେବା —୧. To be dumbfounded with fear; to be frightended or alarmed.
୨. ଧନ୍ଦି ହେବା; ଧନ୍ଦକି ହେବା —୨. To be perplexed; to be between the horns of a dilemma.
୩. (ଆନଦ୍ଧ ବାଦ୍ୟାଦି) ଅନୁଚ୍ଚ ଶବ୍ଦ କରିବା — ୩. To produce a low muffling sound.